Jump to content

ଛାଗଗୋତ୍ରିକ

ଉଇକିଅଭିଧାନ‌ରୁ

ଛାଗଗୋତ୍ରିକ

ଉଚ୍ଚାରଣ

[ସମ୍ପାଦନା]

(ଛାଗପ୍ରକୃତିକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଛାଗମାନଙ୍କ ମଧ୍ୟରେ ଅଗମ୍ୟାଗମନ ପରିଦୃଷ୍ଟ ହେଉଥିବାରୁ)

[ସମ୍ପାଦନା]

ଅଗମ୍ୟାଗମନବିଚାରହୀନ; ଛେଳିଗୋତ୍ରିଆ — Incenstuous; goatish.