ଛାଗମୁଖ
ଦେଖଣା
ଛାଗମୁଖ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଛାଗମୁହିଁ ପରି ମୁହଁ ଯାହାର — Having a face like the goat.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କାର୍ତ୍ତିକେୟ —୧. God Kārttikeya
[ଦ୍ରଷ୍ଟବ୍ୟ —ଏହାଙ୍କର ଷଷ୍ଠ ମୁଖ ଛେଳିର ମୁଖ ପରି]
- ୨. ଦକ୍ଷ ପ୍ରଜାପତି —୨. Daksha Prajāpati, the father-in law of Mahādeba.
- ୩. କାର୍ତ୍ତିକେୟଙ୍କ ଅନୁଚରବିଶେଷ —୩. The goat-facedd<? ?> attendant of Kārttikeya.
- ୪. (୬ଷ୍ଠୀ ତତ୍, କିମ୍ୱା ମ. ପ. ଲୋ. ଛାଗବତ୍ ମୁଖ) ===
କାର୍ତ୍ତିକେୟଙ୍କର ଛାଗବାତ୍ ୬ଷ୍ଠ ମୁଖ — ୪. The ୬th goatlike face of Kārttikeya.