ଛାଗଳାଦି ଘୃତ
ଦେଖଣା
ଛାଗଳାଦି ଘୃତ
ଉଚ୍ଚାରଣ
[ସମ୍ପାଦନା](ଛାଗଳାଦ୍ୟଘୃତ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମେଧାବୃଦ୍ଧିକର; ବାତୁଳତା ରୋଗନାଶକ; ଆୟୁର୍ବେଦାକ୍ତ ଘୃତବିଶେଷ (ନପୁଂସକ ଛେଳି ବା ଅଭାବ ପକ୍ଷରେ ଖାସୀର ମାଂସ ଏ ଘୃତର ପ୍ରଧାନ ଉପକରଣ) —A medicinal ghee prepard under Ayurbedic precepts the chief ingredient of which in the flash of a hermaphrodite or neutor goat.