Jump to content

ଛାଗଳ (ଇତ୍ୟାଦି)

ଉଇକିଅଭିଧାନ‌ରୁ

ଛାଗଳ (ଇତ୍ୟାଦି)

ଉଚ୍ଚାରଣ

[ସମ୍ପାଦନା]
(ଛାଗଳୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଫୁ (ଛାଗ+ସ୍ୱାର୍ଥେ. ଳ)

[ସମ୍ପାଦନା]
୧. ଛାଗ ଇତ୍ୟାଦି (ଦେଖ) - ୧. Chhāga etc (See)
୨. କୁଆମଇତା (ହରେକୃଷ୍ଣ; ଦ୍ରବ୍ୟଗୁଣ) (ଦେଖ) - ୨. Kuāmaitā (See)
୩. ଛେଳି ଚମଡ଼ାରେ ନିର୍ମିତ ତନ୍ତୁ (ହିନ୍ଦୀ - ଶବ୍ଦସାଗର) — ୩. Any thing made of goatskin.