ଛାଙ୍କିବା
ଦେଖଣା
ଛାଙ୍କିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାଙ୍କାଇବା, ଛଙ୍କେଇବାଣିଜନ୍ତ
ଦେଶଜ - କ୍ରି. (ସଂସ୍କୃତ - ଚାଳ ଧାତୁ)
[ସମ୍ପାଦନା]- ୧. ପରିବା ଆଦିକୁ ପ୍ରଚୁର ଘିଅରେ ଭାଜିବା — ୧. To fry vegerables in boiling ghee.
- ୨. ବସ୍ତ୍ରାଦିର ଛିଦ୍ରଚୟଦ୍ୱାରା ତରଳ ପଦାର୍ଥକୁ ଛାଣିବା —୨. To strain a liquid through a porous substance; to filter.
- ୩. ଚାଲୁଣୀରେ ଚଲାଇବା —୩. To sift or refine through a sieve.
ଛାଙ୍କ ସୂକ୍ଷ୍ମ ବିଚାରକୁ ନ୍ୟାୟ ଛାଙ୍କୁଣୀରେ—ଚିନ୍ତାମଣି. ବିକ୍ରମାଦିତ୍ୟ