ଛାଚି
ଦେଖଣା
ଛାଚି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାଚି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ୱେତ ଶର୍କରା; ଏହାର ବର୍ଣ୍ଣ ଶ୍ୱେତ ଥିବାରୁ)
[ସମ୍ପାଦନା]- ୧. ସାଚି; ନବାତ; କନ୍ଦ — ୧. White sugar.
- ୨. (ସଂସ୍କୃତ - ଛଦ ଧାତୁ) ଘର ଚାଳର ଓଳି;
ଅନୁବାଦ
[ସମ୍ପାଦନା]ଛାଚି
|
ଚାଳର ତଳଧାର —୨. The eaves of a thatch.
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ଛାତି —Breast.
ଦେଶଜ - ବିଶେଷଣ - (ସଂସ୍କୃତ - ଶ୍ୱେତ)
[ସମ୍ପାଦନା]ଧଳା; ଶ୍ୱେତ — White.