Jump to content

ଛାଚିକୋରା

ଉଇକିଅଭିଧାନ‌ରୁ

ଛାଚିକୋରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୋରା ନଡ଼ିଆ ଓ ନବାତରେ ତିଆରି ମିଷ୍ଠାନ୍ନ; ସାଚି କୋରା —A Sweatment prepared from minced cocoanut and white sugar.