ଛାଞ୍ଚ

ଉଇକିଅଭିଧାନ‌ରୁ

ଛାଞ୍ଚ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଞ୍ଚ. ଏକତ୍ରୀକରଣ କିମ୍ୱା ସଂସ୍କୃତ - ତ୍ୟ=ଆଦର୍ଶ; ସଂସ୍କୃତ - ନାମ. ସଂସ୍କୃତ - ଜାନ ଯୋଗେଶ୍ଚନ୍ଦ୍ର)[ସମ୍ପାଦନା]

୨. ପ୍ରତିମା ଆଦି ତିଆରି କରିବା ନିମନ୍ତେ ଆଉଟା ଧାତୁକୁ ଢ଼ାଳିବାର ନିର୍ଦ୍ଦିଷ୍ଟ ଆକାରର ପାତ୍ର — ୧. A casting mould; mould; cast.

ବିଶ୍ୱକାନ୍ତ ସାର ବୋଳି ଅବାମାର ଢ଼ାଳିଅଛି ପ୍ରେମ ଛ଼ଞ୍ଚେ ରାଧାନାଥ. ଯଯାତି

୨. କାଠ, ମାଟି ଓ ମହଣ ଆଦିରେ ନିର୍ମିତ ଆଦର୍ଶ — ୨. Type; model.
୩. (ସଂସ୍କୃତ - ସଞ୍ଚ) ଅଲେଖା ତାଳ ପତ୍ର ପୋଥି; ଲେଖା ହେବା ପାଇଁ କଟା ହୋଇ ସଜ୍ଜିତ ହୋଇଥିବା ତାଳପତ୍ରଚୟ — ୩. Blank palm-leacves strung together and intended to be written upon unwritten palm<? ?>n-leaves made in to one size and attached together (in which books are to be written).
୪. ତଳେ ନାନାବିଧି ଚିତ୍ରବିଶିଷ୍ଟ ଛିଦ୍ର ଥିବା ମୁରୁଜର ଛାପା ବସାଇବାର ପାତ୍ର (ଏହା ତାଳ ପତ୍ରରେ ବା ମାଟିରେ ନିର୍ମିତ ହୁଏ) —୪. A frame with its buttom perforated to represent various figures, through which white powders fall in the ground abd describe various figures, when the frame is stamped or drawn on the ground.
୫. ଇଟା ତିଆରି କରିବା ପାଇଁ ବ୍ୟବହୃତ ବାକସ୍ ବା ଫର୍ମା — ୫. Brick-mould.

ପ୍ରାଦେଶିକ - (ସଂହଭୁମ) ଚି[ସମ୍ପାଦନା]

ଚାଳର ଓଳି — The eaves of a thatch.

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

ଟାପରା, ଥଟ୍ଟା — Jesting.