Jump to content

ଛାଟିଆ

ଉଇକିଅଭିଧାନ‌ରୁ

ଛାଟିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚୌକିଆ; ପାଇକ (ଏମାନେ ପହରା ଦେବା ପାଇଁ ହାତରେ ବେତ ଧରି ଥିବାରୁ) —୧. A watch man (who holds a stick.

କେ ବୋଇଲେ କାମ ବା ଛାଟିଆ ହୋଇଛି ନୋହିଲୋ ନେମାଳି ମର୍କତ ଛାଟ ଅଛି—କୃଷ୍ଣସିଂହ. ମହାଭାରତ ବନ

୨. ଗ୍ରାମ ଚଉକିଦାର୍ —୨. Village-watchman.

ଗାଁ ଛାଟିଆ ସନ୍ତିଆ ଜେନା ଫାଣ୍ଡିକୁ ଏତଲା ଦେବାକୁ ଧାଇଁଲା ଫକୀରମୋହନ. ଛମାଣଆଠଗୁଣ୍ଠ

୩. ବେତ୍ରଧାରୀ ଶାନ୍ତିରକ୍ଷକ —୩. A peon who maintains peace in a crowd by holding a stick.
୪. ଅତି ଛୋଟ ଯଷ୍ଟି (ଛାଟ ଠାରୁ ସାନ) — ୪. A very small whip.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେ ଛାଟ ଧରି ଥାଏ — One who holds a whip.