Jump to content

ଛାଟିପିଟି ପଳାଇବା

ଉଇକିଅଭିଧାନ‌ରୁ

ଛାଟିପିଟି ପଳାଇବା

ଉଚ୍ଚାରଣ

[ସମ୍ପାଦନା]

(ଛାଟି ପିଟି ହୋଇ ପଳାଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଭୟରେ ଛିନ୍ନଛତ୍ର ହୋଇ ବାହାରି ଯିବା —୧. To run away pell-mell in fright.

ଆଶ୍ରମ ଛାଡ଼ି ଛାଟି ପଳାଇଲେ—କୃଷ୍ଣସିଂହ ମହାଭାରତ ଆଦି


୨. ଅତି ଶ୍ରୀଘ୍ର କୌଣସି ସ୍ଥାନ ତ୍ୟାଗ କରିବା — ୨. To leave a place in hot haste.