Jump to content

ଛାଟିପିଟି ହେବା

ଉଇକିଅଭିଧାନ‌ରୁ

ଛାଟିପିଟି ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କଷ୍ଟର ଆଧିକ୍ୟ ଯୋଗୁଁ ଭୁମିରେ ହାତ ଗୋଡ଼ ଇତସ୍ତତଃ କଚାଡ଼ିବା — ୧. To struggle violently on the ground with the arms and legs.
୨. ଛିନ୍ନ ଛତ୍ର ହେବା; ଅସ୍ତବ୍ୟସ୍ତ ହେବା — ୨. To be routed to become confused.

(ଯଥା—ସେମାନେ ଛାଟିପିଟି ହୋଇ ପଳାଇଲେ)