Jump to content

ଛାଟ ଛୁଟାଇବା

ଉଇକିଅଭିଧାନ‌ରୁ

ଛାଟ ଛୁଟାଇବା

ଉଚ୍ଚାରଣ

[ସମ୍ପାଦନା]

(ଛାଟ ଛଟେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଛାଟଦ୍ୱାରା ପ୍ରହାର କରିବା — ୧. To thrash with a cane.
୨. (ଲକ୍ଷଣାର୍ଥ) ବାଧାଦେବା; ବନ୍ଦ କରିବା —୨. To put a stop to

ଯେ ତୁମ୍ଭ ଦରଶନ ଚିତ୍ରପଟ ତା ମୁଖ ଛୁଟାଇଲ ଛାଟ କବିସୂର୍ଯ୍ୟ—କବିତା