Jump to content

ଛାଡବାଡ଼

ଉଇକିଅଭିଧାନ‌ରୁ

ଛାଡବାଡ଼

ଉଚ୍ଚାରଣ

[ସମ୍ପାଦନା]

(ଛାଡ଼ମାଡ଼—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସହଚର. ଶବ୍ଦ, ଧ୍ୱନ୍ୟନୁକାରୀ ନିରର୍ଥକ ଦ୍ୱୀତୀୟ ପଦ)

[ସମ୍ପାଦନା]
୧. ଛଡ଼ାଛଡ଼ି; ପରସ୍ପରଙ୍କ ମଧ୍ୟରେ ବିଚ୍ଛେଦ —୧. Mutual separation.

ଦୁଇ ଜଣଙ୍କର ନିମିଷେ ଛାଡ଼ବା଼ଡ଼ ଥାଏ ନାହିଁ ଫକୀରମୋହନ. ଛମାଣଆଠଗୁଣ୍ଠ

୨. ପରସ୍ପର ମଧ୍ୟରେ ସମ୍ପର୍କରାହିତ୍ୟ — ୨. Cessation of mutual connection or intercours.

(ଯଥା—ତାର ଆମର ଆଜକୁ କୋଡିଏ ବର୍ଷ ହେଲା ଖିଆ— ପିଆ, ନିମିତ୍ୟପର୍ବ, ଡ଼ାକରାହକରାରେ ଛାଡ଼ବାଡ଼ ହୋଇ ଗଲାଣି)

ଦେଶଜ - ବିଶେଷଣ -

[ସମ୍ପାଦନା]

ପରସ୍ପରଠାରୁ ପୃଥକ ବା ବିଚ୍ଛିନ୍ନ — Separated from each other.