ଛାଡ଼
ଦେଖଣା
- ବିଛେଦ
- ବର୍ଜନ; ତ୍ୟାଗ
- ଦୂରୀକରଣ
- ଖଲାସ; ମୁକ୍ତି
- ଦେୟ ଆଦି ଦେବା ଦାୟିତ୍ଵରୁ ମୁକ୍ତି; ରିୟାତି, ମାଫ୍
- ଆଦେଶପତ୍ର
- ଜ୍ଵର ଆଦି ଦେହରୁ ଛାଡିଯିବା
- ମୁକ୍ତି ଦେବାର ପତ୍ର; ପାଉଣା ଆଦି ଦାୟିତ୍ଵ ସମନ୍ଧୀୟ ମୁକ୍ତିପତ୍ର; ଫରାକତି
- ଛାଡ଼ ଚିଠି
- କୌଣସି ବ୍ୟକ୍ତିକୁ କୌଣସି ରାଜ୍ୟର ସୀମା ଟପିବା ବା ଅନ୍ୟ ରାଜ୍ୟରେ ବିଚରଣ କରିବା ନିମନ୍ତେ ଦିଆଯିବା ଅନୁମତିପତ୍ର
- ଭଟା; ପଡିଆ ଜୁଆର
- ବିରତି; ବିରାମ
- ବିଶ୍ରାମ; ଫୁରୁସେତ୍
- ବ୍ୟବଧାନ
- କାର୍ଯ୍ୟ ବନ୍ଦ
- ତାଲିକା ଆଦିରେ ଅନ୍ତର୍ଭୁକ୍ତ ନ ହେବାଛାଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସୃ ଧାତୁ, ଣିଚ୍=ସାରି ଧାତୁରୁ ସାରଣ=ଦୁରୀକରଣ, ସଂସ୍କୃତ - ସୋରଣ=ପରିତ୍ୟାଗ, ହି, ଶବ୍ଦସାଗର)
[ସମ୍ପାଦନା]- ୧. ବିଚ୍ଛେଦ —୧. Separation.
- ୨. ବର୍ଜନ; ତ୍ୟାଗ — ୨. Giving up; relinquishment.
- ୩. ଦୂରୀକରଣ —୩. A bandonment.
- ୪. ଖଲାସ; ମୁକ୍ତି —୪. Release.
- ୫. ଦେୟ ଆଦି ଦେବା ଦାୟିତ୍ୱରୁ ମୁକ୍ତି; ରିୟାତି, ମାଫ୍ — ୫. Remission.
- ୬. ଆଦେଶପତ୍ର —୬. Letter of authority; license.
- ୭. ଜ୍ୱର ଆଦି ଦେହରୁ ଛାଡ଼ିଯିବା — ୭. Remisson of a fever.
- ୮. ମୁକ୍ତି ଦେବାର ପତ୍ର; ପାଉଣା ଆଦି ଦାୟିତ୍ୱ ସମ୍ୱନ୍ଧୀୟ ମୁକ୍ତିପତ୍ର; ଫରାକତି —୮. Letter of remission or release; deed of full satisfaction.
- ୯. ଛାଡ଼ ଚିଠି —୯. A pass for the free passage of an article.
- ୧. କୌଣସି ବ୍ୟକ୍ତିଙ୍କୁ କୌଣସି ରାଜ୍ୟର ସୀମା ଟପିବା ବା ଅନ୍ୟ ରାଜ୍ୟରେ ବିଚରଣ କରିବା ନିମନ୍ତେ ଦିଆଯିବା ଅନୁମତିପତ୍ର —୧୦. Pass port.
- ୧୧. ଭଟା; ପଡ଼ିଆ ଜୁଆର —୧୧. Ebb-tide.
- ୧୨. ବିରତି; ବିରାମ —୧୨. Cessation; stoppage.
- ୧୩. ବିଶ୍ରାମ; ଫୁରୁସେତ୍ —୧୩. Rest; respite.
- ୧୪. ଅସଂଲଗ୍ନତା; ବ୍ୟବଧାନ — ୧୪. Interval; space between teo things.
- ୧୫. କାର୍ଯ୍ୟ ବନ୍ଦ —୧୫. Cessation of work.
- ୧୬. ତାଲିକା ଆଦିରେ ଅନ୍ତର୍ଭୁକ୍ତ ନ ହେବା — ୧୬. Omission from a list.
(ଯଥା—ତାଙ୍କ ନାମ ତାଲିକାରୁ ଛାଡ଼ ହେଲା)