ଛାଡ଼ଚିଠି
ଦେଖଣା
ଛାଡ଼ଚିଠି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାଡ଼ଚିଠି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ରାଜକୀୟ ଆଦେଶପତ୍ର ଦେଖାଇଲେ ପ୍ରହରୀମାନେ ନିଦ୍ଦିଷ୍ଟ ସୀମାର ବାହାରକୁ ମନୁଷ୍ୟ ବା କୌଣସି ନିଷିଦ୍ଧ ପଦାର୍ଥକୁ (ଯଥା—ଲୁଣ, ଅବକାରୀ ଜିନିଷ ଇତ୍ୟାଦି) ଯିବାକୁ ବାଧା ଦିଅନ୍ତି ନାହିଁ — ୧. A pass; pass-port.
- ୨. ରାଜାଙ୍କ ଅଟକ ଜଙ୍ଗଲରୁ କାଠ ଆଦି ଅବାଧରେ ଆଣିବା ପାଇଁ ଲୋକଙ୍କୁ ଦିଆଯିବା ଆଦେଶପତ୍ର —୨. A pass or license given to a person to bring wood from reserved forests; a permit.