ଛାଡ଼ପତ୍ର
ଦେଖଣା
ଛାଡ଼ପତ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାଡ଼ପତ୍ର
|
(ଛାଡ଼ପତର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିସର୍ଜ୍ଜନ+ ପତ୍ର)
[ସମ୍ପାଦନା]- ୧. ସ୍ୱାମୀ ସ୍ତ୍ରୀକୁ ପରିତ୍ୟାଗ କରି ବିବାହ ବନ୍ଧନକୁ ଛେଦନ କରିବା ସମ୍ମତିସୂଚକ ପତ୍ର — ୧. A husband's deed of divorce given to a discarded wife.
- ୨. କୌଣସି ବ୍ୟକ୍ତି ବା ବସ୍ତୁକୁ ବାଟରେ ପ୍ରହରୀ ଅଟକାଇ ନ ରଖି ଛାଡ଼ି ଦେବାର ରାଜକୀୟ ଆଦେଶପତ୍ର — ୨. A pass; pass-port.
- ୩. କୌଣସି ସମ୍ପତ୍ତିରୁ ଦାବୀ ଓ ସ୍ୱତ୍ତ ପରିତ୍ୟାଗସୁଚକ ଦଲୀଲ —୩. Deed of relinquishment or release.
- ୪. ସମସ୍ତ ଦେୟ ପରିଶୋଧ ହୋଇଥିବାର ନିଦର୍ଶନପତ୍ର ବା ରସିଦ —୪. A receipt of full satisfaction; a receipt in full.