ଛାଡ଼ିଖାଇ
କାର୍ତ୍ତିକ ପୂର୍ଣ୍ଣିମାର ପର ଦିବସ —The day after the full-moon of Kārttika.
[ଦ୍ରଷ୍ଟବ୍ୟ —ହବିଷିଆଳିମାନେ କାର୍ତ୍ତିକମାସଯାକ ବ୍ରତ କରିଥିବା ଯୋଗୁଁ ଯେଉଁ ଯେଉଁ ଖାଦ୍ୟ ଛାଡ଼ିଥାଆନ୍ତି. ତାହା 'ଛାଡ଼ଖାଇ' ଦିନ ଖାଆନ୍ତି]