ଛାଡ଼ିଛାଡ଼ି ଯିବା
ଦେଖଣା
ଛାଡ଼ିଛାଡ଼ି ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାଡ଼ିଛାଡ଼ି ଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କ୍ରମଶଃ ଅଦୃଶ୍ୟ ହେବା — ୧. To begin to disapper.
(ଯଥା—ଗ୍ରହଣ ଚନ୍ଦ୍ରଙ୍କଠାରୁ ଛାଡ଼ି ଛାଡ଼ି ଯାଉଛି)
- ୨. କୌଣସି ପଦାର୍ଥରୁ ରଙ୍ଗ ବା ଆଚ୍ଛାଦନ ରବା ଛାଲ ସ୍ଥାନେ ସ୍ଥାନେ ଉଠିଯିବା — ୨. To scale of; to fade gradually.