Jump to content

ଛାଡ଼ିଦେବା

ଉଇକିଅଭିଧାନ‌ରୁ

ଛାଡ଼ିଦେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ର

[ସମ୍ପାଦନା]

[[]] ୧ ଛାଡ଼ିବା ]] ୧. ୨: (ଦେଖ) - ୧. Chhhāṟḍ̠ibā ୧.୨ (See)

ନ ବିଶି ଛାଡ଼ ଦେଲା ନିଜ ପ୍ରଭା କୃଷ୍ଣସିଂହ. ମହାଭାରତ. ବନ

୨. କୌଣସି ବ୍ୟକ୍ତିକୁ ନେଇ କୌଣସି ବ୍ୟକ୍ତି ନିକଟରେ ବା କୌଣସି ସ୍ଥାନରେ ରଖିଦେଲେ ଚାଲିଆସିବା — ୨. To leave a person at some place or with some person.
୩. ସ୍ଥାନାନ୍ତରକୁ ଗମନୋଦ୍ୟତ କୌଣସି ବ୍ୟକ୍ତିକୁ ବାଟ ବଳାଇ ଦେବା —୩. To see a person off.

(ଯଥା—ଛୁଟି ନେଇ ବିଲାତକୁ ଯାଉଥିବା ମାଜିଷ୍ଟ୍ରେଟଙ୍କ ଆମ୍ଭେମାନେ ଷ୍ଟେସନରେ ଛାଡ଼ି ଦେବାକୁ ଆସିଥିଲୁ)

୪. ଗୋରୁ ଛେଳିଆଦିଙ୍କୁ ରକ୍ଷକରୂପେ ଚରାଇବା — ୪. To let cattle etc graze.

(ଯଥା—ଗୋରୁ ରଖୁଆଳ ଗୋରୁଙ୍କୁ ଛାଡ଼ିଦେଇ ଗଛ ଛାଇରେ ବସିଛି)