ଛାଣ୍ଟିବା
ଦେଖଣା
ଛାଣ୍ଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଛେଦନ; ସଂସ୍କୃତ - ଖଣ୍ଡନ)
[ସମ୍ପାଦନା]- ୧. କତୁରୀରେ କାଟିବା; କତୁରିବା — ୧. To clip with scissors.
- ୨. ଅଗ କାଟିବା —୨. To clip the tops.
- ୩. ପଦାର୍ଥସ୍ୱମୀଠାରୁ କୌଣସି ପଦାର୍ଥର କେତେକ ଅଂଶ ଲୁଚାଇ କରି ରଖି ନେବା —୩. to take away a part of some thing stealthily without the owner's knowledge.
- ୪. ବ୍ୟୟସଂକୋଚ କରିବା — ୪. To ratrench the expenditure.
- ୫. କାଣ୍ଡିବା; ଚାଉଳ ଡାଲି ଆଦି କୁଟି ତୁଷ ବାହାର କରିବା —୫. To husk.
- ୬. ପାଛୁଡ଼ିବା —୬. toi winnow.
- ୭. ବହୁତ ବସ୍ତୁ ମଧ୍ୟରେ ନିକମ୍ମା ବସ୍ତୁର ପ୍ରୟୋଜନୀୟ ବସ୍ତୁକୁ ବାଛିବା —୭. To separate the necessary portion from a large quantity of any thing.