ଛାଣ୍ଟ୍
ଦେଖଣା
ଛାଣ୍ଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛେଦନ; ତୁଳ. ଇଂରାଜୀ - କଟ୍=ଢଙ୍ଗ)
[ସମ୍ପାଦନା]- ୧. ଢପ; ଛଇ; ଢଙ୍ଗ —୧. Fashion.
ଚହଟ ଚିକ୍ୱଣ ଛାଣ୍ଟ୍ ଛାଡ଼ ସତ୍ୱରେ—ଭିକାରୀ, ଗୀତଲହରୀ
- ୨. (କୂର୍ତ୍ତା ନିମନ୍ତେ ଲୁଗା) ଛେଦନ କରିବା — ୨. Cutting (a stuff in a fashion for a dress).
- ୩. ପୋଷାକର ଢଙ୍ଗ —୩. The cut of a dress.
- ୪. ବାଳ କଚୁରିବା ଢଙ୍ଗ — ୪. Fashion of cropping the hair.