ଛାତପିଟା
ଦେଖଣା
ଛାତପିଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଛାତବାଡ଼ିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୋଠର ଛାତକୁ ଗୋଡ଼ି ଚୀନ କୋବାରେ ବାଡ଼େଇ ଟାଣ କରିବା —Solidifying of the roof with concrete and lime.
[ଦ୍ରଷ୍ଟବ୍ୟ —କୋଠର କାନ୍ଥ ଉପରେ ପ୍ରଥମେ କଡ଼ି ପଡ଼େ, କଡ଼ି ଉପରେ ବରଗା ପଡ଼େ; ବରଗାରେ ଟାଇଲି ବିଛାଯାଏ; ଟାଇଲି ଉପରେ ଚୂନମିଶା ଗୋଡ଼ି ୩ ଠାରୁ ୬ ଇଞ୍ଚ ମୋଟରେ ବିଛାଯାଏ; ଏହି ଗୋଡ଼ିର ଆସ୍ତୋରଣକୁ ଖୁବ୍ ଟାଣୁଆ ଓ ଜଳଦ୍ୱାରା ଅଭେଦ୍ୟ କରିବା ପାଇଁ ଏହି ଗୋଡ଼ିକୁ କୋବାଦ୍ୱାରା ଏକାଧିକ ଦିନ ପିଟାଯାଏ]