ଛାତିଉପରେ ବସିବା
ଦେଖଣା
ଛାତିଉପରେ ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାତିଉପରେ ବସିବା
|
(ଛାତିରେ ବସିବା—ଅନ୍ୟରୁପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତି ଉପରେ ବେଜାୟ ଅଧିକାର ପରିଚାଳନ କରିବା — ୧. To exercise too much power over another person.
- ୨. କୌଣସି ବ୍ୟକ୍ତିର ନିକଟରେ ଥାଇ ତାକୁ ଦୁଃଖ ଦେବା — ୨. To harass a person by being near him.