Jump to content

ଛାତିଏ

ଉଇକିଅଭିଧାନ‌ରୁ

ଛାତିଏ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଛାତି ଯେତିକି ଉଚ୍ଚ ସେତିକି ଉଚ୍ଚତାଦ୍ୱାରା ପରିମିତ —୧. Measured by the height of one's breast.
୨. ଏକ ଛାତି ଗଭୀର —୨. Breast-deep.

(ଯଥା—ଛାତିଏ ପାଣି )

୩. ଏକଛାତି ଉଚ୍ଚ —୩. Breast high.

(ଯଥା—ଛାତିଏ କାନ୍ଥ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଛାତିପର୍ଯ୍ୟନ୍ତ ବୁଡ଼ିଯିବା ଭଳି ଗଭୀରତା — ୧. Depth upto one's breast.
୨. ଛାତିପରିମିତ ଉଚ୍ଚତା — ୨. Height equal to one's breast.