Jump to content

ଛାତିଥରା

ଉଇକିଅଭିଧାନ‌ରୁ

ଛାତିଥରା

ଉଚ୍ଚାରଣ

[ସମ୍ପାଦନା]

(ଛାତି ଥରିବା—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ହୃତ୍ପିଣ୍ଡର ସ୍ପନ୍ଦନ — ୧. Heart throbbings.
୨. ଭୟ ବା ରୋଗାଦି ହେତୁରୁ ଛାତିରେ ଅନୁଭୂତି ହେବା କମ୍ପନ; ହୃତ୍କମ୍ପ — ୨. Trembling orpalpitation of the heart (due to excessive fear or some disease.)