Jump to content

ଛାତିଦରଜ

ଉଇକିଅଭିଧାନ‌ରୁ

ଛାତିଦରଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଓ. ଛାତି+ଫାରାସୀ - ଦର୍ଦ)

[ସମ୍ପାଦନା]
୧. ନିମୋନିଆଁ; କାଶ; ଯକ୍ଷ୍ମା ଆଦି ଯୋଗୁଁ ବକ୍ଷସ୍ଥଳର ଭିତରେ ଅନୁଭୂତ ବେଦନା — ୧. Pain inside the breast due to pneumonia cough, pthisis.
୨. ଆଘାତ ଆଦି ଯୋଗୁଁ ବକ୍ଷସ୍ଥଳର ବାହାରେ ଜଣାଯିବା ଦରଜ ବା ବ୍ୟଥା —୨. Pain on the breast due to some hurt to that part.