Jump to content

ଛାତିପତାଇବା

ଉଇକିଅଭିଧାନ‌ରୁ

ଛାତିପତାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛାତିପତେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପ୍ରହାର ବା ଗୁଳି ଆଦି ବାଜିବାପାଇଁ ନିଜର ବକ୍ଷସ୍ଥଳକୁ ଦେଖାଇଦେବା — ୧. To lay one's breast bare for a stroke or bullet.
୨. (ଲକ୍ଷଣାର୍ଥ) କୌଣସି ବିପଦ ସମ୍ଭାଳିବା ପାଇଁ ନିଜେ ପ୍ରସ୍ତୁତ ରହିବା — ୨. (figurative) To keep one's self ready to meet the brunt of a danger.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(କୌଣସି କାର୍ଯ୍ୟ କରିବାକୁ) ସାହାସୀ ହେବା — Having courage or daring enough to do something.

(ଯଥା— ଅନ୍ଧାର ରାତିରେ ଶ୍ମଶାନ ବାଟେ ଯିବାକୁ ମୋ ଛାତି ପତାଉ ନାହିଁ )

୧. ସାହସ ବାନ୍ଧିବା — ୧. To have courage; to dare.