Jump to content

ଛାତିରୁ ଅତଡ଼ା ଖସିବା

ଉଇକିଅଭିଧାନ‌ରୁ

ଛାତିରୁ ଅତଡ଼ା ଖସିବା

ଉଚ୍ଚାରଣ

[ସମ୍ପାଦନା]

ଛାତିରୁ ନିଆଁ ଖସିବା, ଛାତିରେ ହାଉ ପଶିବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ଭୟ ବା ବିପଜ୍ଜନକ ବିଷୟ ହଠାତ୍ ଅବଗତ ହୋଇ ମନରେ ବିଶେଷ ଉଦ୍ୱେଗ ଜାତ ହେବା; ଛାତି ଧଡ଼କିବା — Palpetation of the heart due to sudden fear or danger.