Jump to content

ଛାତିରେ ପକାଇବା

ଉଇକିଅଭିଧାନ‌ରୁ

ଛାତିରେ ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛାତିରେ ପକେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶିଶୁକୁ ଛାତି ଉପରେ ଧରିବା — ୧. To carry or hold an infant on one's breast.
୨. (ଲକ୍ଷଣାର୍ଥ) ଶିଶୁକୁ ଅତି ସ୍ନେହ ବା ଆଦରରେ ପାଳନ କରିବା — ୨. (figurative) To bring up a child with love and affection.
୩. କୌଣସି ବ୍ୟକ୍ତିକୁ ଅତି ପ୍ରିୟ କରିବା — ୩. To treat a person as one's dear and beloved.
୪. ଅତ୍ୟନ୍ତ ଆଦର କରି ସବୁବେଳେ ପାଖରେ ଥିବା ଓ ପାଖରୁ ଅନ୍ତର ନ କରିବା —୪. Not to let a person leave ones company (on account of excessive fondness).