Jump to content

ଛାତିରେ ପଥର ପକେଇବା

ଉଇକିଅଭିଧାନ‌ରୁ

ଛାତିରେ ପଥର ପକେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛାତିରେ ପଥର ଲଦିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଲକ୍ଷଣାର୍ଥ) ଦୁଃଖ ସହିବା; ଦୁଃଖ ବରଦାସ୍ତ କରିବା —୧. (figurative) To endure pain patiently.
୨. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତି ଚିନ୍ତାନ୍ୱିତ ହେବାର କାରଣ ହେବା — ୨. (figurative) To cause great anxiety to a person.