ଛାତିରେ ପଥର ଲଦା ହେବା
ଦେଖଣା
ଛାତିରେ ପଥର ଲଦା ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାତିରେ ପଥର ଲଦା ହେବା
|
ଛାତିରେ ବୋଝ ଲଦା ହେବା, (ଛାତିରେ ପାଣିହାଣ୍ଡି (ପାହାଡ଼) ଲଦା ହେବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ବିଶେଷ ଚିନ୍ତା ବା ଉଦ୍ୱେଗ ବା ଦାୟିତ୍ୱ ଆସି ମନୁଷ୍ୟକୁ ଘୋଟିବା —The devolving of a great responsibility or apprehension or anxiety.