ଛାତିରେ ପଥର ଲଦିବା
ଦେଖଣା
ଛାତିରେ ପଥର ଲଦିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାତିରେ ପଥର ଲଦିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ଆସନ୍ନ ଦୁଃଖ ବା ବିପଦ ଯୋଗୁଁ ଆଜି ଚିନ୍ତାନ୍ୱିତ ହେବା — To be very anxious in expectation of an empending calamity.
- ୨. ଅନ୍ୟ ବ୍ୟକ୍ତିକୁ ବିଶେଷ ଆପନ୍ନ କରିବା — ୨. To endanger a person.
- ୩. ଅନ୍ୟ ବ୍ୟକ୍ତିକୁ ବିଶେଷ ଚିନ୍ତାନ୍ୱିତ କରିବା — ୩. To cause great anxiety to a person.