Jump to content

ଛାତିରେ ବାଉଁଶ ପକାଇବା

ଉଇକିଅଭିଧାନ‌ରୁ

ଛାତିରେ ବାଉଁଶ ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

କୌଣସି ବ୍ୟକ୍ତିକୁ ଦଣ୍ଡ ଦେବା ବା ମାରି ପକାଇବା ପାଇଁ ତା ଛାତି ଉପରେ ଗୋଟିଏ ବାଉଁଶ ପକାଇ ଅନେକ ଲୋକ ଉକ୍ତ ବାଉଁଶର ଦୁଇ ମୁଣ୍ଡକୁ ମାଡ଼ି ବସିବା —To press a bamboo at the ends after pressing it on a person's breast (to turture or kill him.)