Jump to content

ଛାତିରେ ବାଳ ଉଠିବା

ଉଇକିଅଭିଧାନ‌ରୁ

ଛାତିରେ ବାଳ ଉଠିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଛାତି ଉପରେ ରୋମ ଉଠିବା — ୧. To have hair on one's breast.

[ଦ୍ରଷ୍ଟବ୍ୟ — ବାଲ୍ୟକାଳ ଅତିକ୍ରମ କରି ଯୁବା— ବସ୍ଥାରେ ପଦାର୍ପଣ କଲେ ମନୁଷ୍ୟଙ୍କ ଛାତିରେ ବାଳ ଉଠେ ]

୨. ଯୁବାବସ୍ଥାରେ ପଦାର୍ପଣ କରିବା — ୨. To attain one's youth.
୩. ନିଜର ସାଂସାରିକ କର୍ମ ବୁଝିବାପାଇଁ ଉପଯୁକ୍ତ ହେବା — ୩. To become fit for looking after one's own affairs.
୪. ବିଶ୍ୱାସୀପଣ ପ୍ରକାଶ କରିବା —୪. To show signs of one's trustworthiness.

[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତି ଯୁବାବସ୍ଥା ପ୍ରାପ୍ତ ହେବା ପରେ ତା ଛାତିରେ ବାଳ ଉଠେ ନାହିଁ ସେ ଅତି ବିଶ୍ୱାସୀ ବୋଲି ଲୌକିକ ଧାରଣା ଓ ଢଗ ଅଛି ]