Jump to content

ଛାତିରେ ହାତ ଦେବା

ଉଇକିଅଭିଧାନ‌ରୁ

ଛାତିରେ ହାତ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛାତିରେ ହାତ ମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶପଥ କରିବାବେଳେ ବକ୍ଷ— ସ୍ଥଳରେ କରତଳ ଲଗାଇବା — ୧. To touch one's breast with the palm while taking oath.
୨. ସ୍ତ୍ରୀ ଲୋକର ସ୍ତନକୁ କର—ଦ୍ୱାରା ଧାରଣ କରିବା — ୨. To handle the breast of a woman.