Jump to content

ଛାତିଲଗାଇବା

ଉଇକିଅଭିଧାନ‌ରୁ

ଛାତିଲଗାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଛାତି ଲଗେଇବା, ଛାତିକି ଛାତି ଲଗା (ଗେ) ଇବାଅନ୍ୟରୂପ

ଦେଶଜ - କ୍ରି.

[ସମ୍ପାଦନା]
୧. ଆଲିଙ୍ଗନ କରିବା — ୧. To embrace.
୨. ଛାତିଦ୍ୱାରା ବଳ ପ୍ରୟୋଗ କରିବା ବା ପେଲିବା — ୨. To push by the breast.
୩. ପରସ୍ପର ଛାତି ଲଗାଇ ପରସ୍ପରକୁ ସାହାର୍ଯ୍ୟ କରିବା — ୩. To mutually help one another by putting the cheast into a work.
୪. ଅତି ସ୍ନେହ ଯୋଗୁଁ କୌଣସି ବ୍ୟକ୍ତିକୁ ସବୁବେଳେ ଆପଣା ପାଖରୁ ଅନ୍ତର ହେବାକୁ ନ ଦେବା — ୪. Note to let a person part your company (as a result of excessive fondness); always to keep a person on one's side.