Jump to content

ଛାତି ଉପରେ ଠିଆ ହେବା

ଉଇକିଅଭିଧାନ‌ରୁ

ଛାତି ଉପରେ ଠିଆ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛାତିରେ ଚଢ଼ିବା), ଛାତିରେ ଠିଆ ହେବାଅନ୍ୟରୂପ

ଦେଶଜ - କ୍ରି.

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ଛାତିକୁ କୁଦି ତାକୁ ମାରି ପକାଇବା — ୧. To kill a person by standing on his breast.
୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ କଲବଲ କରିବା ବା ଦୁଃଖ ଦେବା —୨. (fig) To harass a person.