ଛାତି ଜଳିବା
ଦେଖଣା
ଛାତି ଜଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଛାତି ପୋଡ଼ିବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଜୀର୍ଣ୍ଣ ଯୋଗୁଁ ହୃଦୟ ମଧ୍ୟରେ ଦାହଗ ଅନୁଭୂତି —୧. A burning sensation in the heart on account of indigestion.
[ଦ୍ରଷ୍ଟବ୍ୟ — ଏହା ବସ୍ତୁତଃ ହୃଦୟର ଜ୍ୱାଳା ନୁହେ ଅନ୍ନନାଳୀର ଜ୍ୱାଳା ଅଟେ ]
- ୨. (ଲକ୍ଷଣାର୍ଥ) ଈର୍ଷା ବା କ୍ରୋଧରେ ସନ୍ତପ୍ତ ହେବା — ୨. (figurative) Being greatly affected by anger or envy.
- ୩. (ଲକ୍ଷଣାର୍ଥ) ଶୋକଦ୍ୱାରା ବ୍ୟଥିତ ହେବା — ୩. (figurative) To be greatly affected by grief.