ଛାତି ଠୁଙ୍କିବା
ଦେଖଣା
ଛାତି ଠୁଙ୍କିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଛାତିରେ କରତଳ ଆଘାତପୂର୍ବକ ପ୍ରକାଶ୍ୟ ପ୍ରତିଜ୍ଞା କରିବା — ୧. To publicly make a declaration by repeatedly striking the breast with the palm.
- ୨. ନିଜର ଛାତିରେ କରତଳ ସ୍ଥାପନପୂର୍ବକ ଅନ୍ୟ ବ୍ୟକ୍ତିକୁ ଅଭୟ ବା ଦମ୍ଭ ହେମତ୍ ଦେବା — ୨. To give assurance of safety or protection or encouragement to a person.
- ୩. ଛାତିରେ ମାରି ହେବା (ଦେଖ) - ୩. Chhātire māri hebā (See)
- ୪. କୌଣସି କଠିନ କାର୍ଯ୍ୟ କରିବା ପାଇଁ ପ୍ରତିଜ୍ଞା କରିବା ବା ହେମତ୍ ବାନ୍ଧିବା — ୪. To take a resolve to do a difficult task; to make up one's mind to do some thing.