Jump to content

ଛାତି ଥଣ୍ଡା ହେବା

ଉଇକିଅଭିଧାନ‌ରୁ

ଛାତି ଥଣ୍ଡା ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛାତି ଥୟ ହେବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଉଦ୍ୱେଗ ବା ଭୟର ଆଶଙ୍କା ଦୂର ହେବାରୁ ମନରେ ଶାନ୍ତି ହେବା — ୧. Peace of mind due to the removal of any anxiety or apprehension.
୨. ମନର ପ୍ରଫୁଲ୍ଲତା ବା ପ୍ରସନ୍ନତା — ୨. Being elated or delighted or pleased.