ଛାତି ଦକଦକ ହେବା
ଦେଖଣା
ଛାତି ଦକଦକ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାତି ଦକଦକ ହେବା
|
ଛାତି ଦୁକ୍ଦୁକ୍ ହେବା, ଛାତି ଦୁକୁଦୁକୁ ହେବାଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ହୃଦ୍ଯନ୍ତ୍ରର ପ୍ରତିକ୍ଷଣରେ ସ୍ପନ୍ଦନ — ୧. Ordinary throbbing of the heart; heart-throbbing.
- ୨. ଭୟରେ ବା ସନ୍ଦେହରେ ମନ ଉଦ୍ୱିଗ୍ନ କରିବା; ହୃତ୍କମ୍ପ —୧. Anxiety resulting from fear, suspence or apprehension.