ଛାତି ଦମଦମ ହେବା
ଦେଖଣା
ଛାତି ଦମଦମ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାତି ଦମଦମ ହେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ହଠାତ୍ ଉପସ୍ଥିତ ଭୟ ବା ଚିନ୍ତା ବା ଖୁବ୍ ଦଉଡ଼ିଯିବା ଯୋଗୁଁ ଛାତିର ଦୁକଦୁକି ବା ଉପର୍ଯ୍ୟୁପରି ନାଚିବା —Violent throbbing or palpitation of the heart (due to sudden fear or anxiety or brisk runing.)
(ଛାତିଦମକ, ଛାତିଦମକା,ଛାତି ଦାଉଁଦାଉଁ,ଛାତି ଦୁର୍ ଦୁର୍, ଛାତି ଦୁରୁ— ଦୁର୍, ଛାତି ଦୁଲ୍ଦୁଲ୍, ଛାତି ଦୁଲୁକିବା, ଛାତି ଦୁଲ୍ଦୁଲ୍, ଛାତି ଧଡ଼କ, ଛାତି ଧଡ଼କା, ଛାତି ଧଡ଼କିବା, ଛାତି ଧଡ଼ଧଡ଼, ଛାତି ଧଡ଼ପଡ଼, ଛାତି ଧଡ଼ଫଡ଼—ଅନ୍ୟରୂପ)
[ଦ୍ରଷ୍ଟବ୍ୟ — ଛାତି ଦକଦକ ହେବା ଅପେକ୍ଷା ଛାତି ଦମଦମ ହେବା ସ୍ପନ୍ଦନ]