Jump to content

ଛାତି ଧରିବା

ଉଇକିଅଭିଧାନ‌ରୁ

ଛାତି ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଛାତିଧରା (ଦେଖ) - Chhātidharā (See)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଧୈର୍ଯ୍ୟ ଧରିବା — ୧. To maintain one's patience.

(ଯଥା— ଏକମାତ୍ର ପୁଅ ମଲେ କିଏ ଛାତି ଧରି ରହିପାରେ )

୨. କୌଣସି ବିପଦ ବା ଦୁଃଖକୁ ସମ୍ଭାଳି ବଞ୍ଚି ରହିବା — ୨. To live on by bearing the burnt of a danger or grief.