ଛାତି ଫାଟିଯିବା
ଦେଖଣା
ଛାତି ଫାଟିଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଧୈର୍ଯ୍ୟଚ୍ୟୁତି ହେବା — ୧. To lose one's patience.
- ୨. ବୁକୁ ବା କଲିଜା ଫାଟି ପ୍ରାଣତ୍ୟାଗ କରିବା — ୨. To die by the bursting of one's heart.
- ୩. ହୃଦୟ ବିଦୀର୍ଣ୍ଣ ହେବା — ୩. Bursting of one's heart.
- ୪. ଅତି ତୃଷ୍ଣାରେ ହୃଦୟରେ ବେଦନା ଅନୂଭୁତ ହେବା — ୪. A painful feeling inside the breast due to a keen thrist.