ଛାତି ଫୁଲାଇବା
ଦେଖଣା
ଛାତି ଫୁଲାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାତି ଫୁଲାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଆନନ୍ଦ ବା ଗର୍ବରେ ସ୍ଫୀତ ହେବା — To swell with delight or pride.
ସଭାରେ ବସିଥାନ୍ତି ଛାତିକି ଫୁଲାଇ କୃଷ୍ଣସିଂହ. ମହାଭାରତ ସଭା
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରୋଗ ଯୋଗୁଁ ଛାତି ଫୁଲିଯିବା — Swelling up of the breast through disease.