ଛାତ୍ରବୃତ୍ତି
ଦେଖଣା
ଛାତ୍ରବୃତ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଛାତ୍ର+ବୃତ୍ତ)
[ସମ୍ପାଦନା]ଛାତ୍ରର ଜୀବିକା — Studentship; students life.
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଆଧୁନିକ ପ୍ରୟୋଗ) ପଠନେଚ୍ଛୁ ପରିଶ୍ରମୀ ଓ ପ୍ରତିଭା— ଶାଳୀ ଛାତକୁ ବିଦ୍ୟାଶିକ୍ଷା କରିବାନିମନ୍ତେ ଦିଆଯିବା ନିୟମିତ ଧନ ସାହାଯ୍ୟ; ବୃତ —Scholarship; stipend; regular allowance give to a student for continuing his studies.