Jump to content

ଛାତ୍ରାବାସ

ଉଇକିଅଭିଧାନ‌ରୁ

ଛାତ୍ରାବାସ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଛାତ୍ର+ଆବାସ)

[ସମ୍ପାଦନା]

ଯେଉଁଠାରେ ଶିକ୍ଷାର୍ଥୀମାନେ ଏକତ୍ର ବାସ କରନ୍ତି; ବୋର୍ଡ଼ିଙ୍ଗ; ହଷ୍ଟେଲ୍ —Hostel; a students boarding house.