Jump to content

ଛାଦକ

ଉଇକିଅଭିଧାନ‌ରୁ

ଛାଦକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଛଦ୍ ଧାତୁ ଣିଚ୍= ଛାଦି ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଆଚ୍ଛାଦନକାରୀ — Covering; one who covers a thing.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଘର ଛାଆଣିଆ; ଯେ ଘର ଛପର କରେ — A thatcher.