Jump to content

ଛାଦିତ

ଉଇକିଅଭିଧାନ‌ରୁ

ଛାଦିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଛାଦି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଆଚ୍ଛାଦିତ; ଆବୃତ —୧. Covered.
୨. ଲୁଚା ଯାଇଥିବା —୨. Concealed.
୩. ଓଢ଼ଣାରେ ଆବୃତ —୩. Veiled.