Jump to content

ଛାନିଆଁ

ଉଇକିଅଭିଧାନ‌ରୁ

ଛାନିଆଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚ୍ଛନ୍ନ)

[ସମ୍ପାଦନା]
୧. ଛଳନା; ହଠାତ୍ ଉପସ୍ଥିତ ଭୟ; ଶଙ୍କା — ୧. Sudden fear; fright; terror; alarm.
୨. ହଠାତ୍ ଉପସ୍ଥିତ ଭୟଯୋଗୁଁ ହୃଦୟରେ ହେବା ଆବେଗ; ଚମକ — ୨. Shying produced by fright.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଭୀତ; ତ୍ରସ୍ତ —୧. Frightened; alarmed; terror striken; struck dumb with terror.
୨. ଡରୁଆ; ଭୀରୁ; ଭୟାଳୁ —୨. Timid.